Get In Touch

Get Answer To Your Queries

acceptence

ସେଲ୍‌‌ଫ-ହିଲିଂ, ସିପେଜ୍-ନିରୋଧୀ କଂକ୍ରିଟ୍

ଆକ୍ୱାସିଲ୍ ହେଉଛି ଏକ ସେଲ୍‌‌ଫ ହିଲିଂ କଂକ୍ରିଟ୍ ଯାହା ଅଲ୍‌‌ଟ୍ରାଟେକ୍‌‌ ବିଶେଷଜ୍ଞଙ୍କ ଦ୍ୱାରା ବିକଶିତ ହୋଇଛି । ଏହା ହେଉଛି ଏକ ଅନନ୍ୟ ପ୍ରସ୍ତୁତି, ଯାହା କଂକ୍ରିଟ୍ ଏବଂ ମାସୋନେରୀ ଢାଞ୍ଚାଗୁଡ଼ିକର ଢାଞ୍ଚାଗତ ଅଖଣ୍ଡତାକୁ ସିପେଜ୍‌‌ରୁ ରକ୍ଷା କରିଥାଏ । ଅଲ୍‌‌ଟ୍ରାଟେକ୍ ଆକ୍ୱାସିଲ୍‌‌ରେ ଏକ ନିଆରା କ୍ରିଷ୍ଟାଲାଇନ୍ ଟେକ୍ନୋଲୋଜି ରହିଛି, ଯାହା ପାଣି କଂକ୍ରିଟ୍ ସଂସ୍ପର୍ଶରେ ଆସିଲେ ସକ୍ରିୟ ହୋଇଥାଏ ଏବଂ କ୍ରିଷ୍ଟାଲ୍ ବା ସ୍ଫଟିକ ସୃଷ୍ଟି କରିଥାଏ । 


ଏହି ସ୍ଫଟିକଗୁଡ଼ିକ ଫଳପ୍ରଦ ଢଙ୍ଗରେ କଂକ୍ରିଟ୍‌‌ରେ ରହିଥିବା ଅତି ସୂକ୍ଷ୍ମ ଫାଟ ଓ ରନ୍ଧ୍ରଗୁଡ଼ିକୁ ସିଲ୍ କରି ସିପେଜ୍ ବା ଜଳଭେଦନର ପ୍ରବେଶକୁ ପ୍ରତିବନ୍ଧିତ କରିଥାଏ । ଅଲ୍‌‌ଟ୍ରାଟେକ୍ ଆକ୍ୱାସିଲ୍ ସିପେଜ୍ ଏବଂ ଜଳ ପ୍ରବେଶ ସହ ଲଢ଼ିବା ପାଇଁ ବିଲ୍‌‌ଡିଂ ଢାଞ୍ଚାକୁ ସାମର୍ଥ୍ୟ ଯୋଗାଇଥାଏ । ଯେବେ ଆମେ ଆପଣଙ୍କୁ ଅସାଧାରଣ ନିର୍ମାଣରେ ସାହାଯ୍ୟ କରିପାରିବୁ ତା’ହେଲେ ମାମୁଲି ନିର୍ମାଣକୁ ନେଇ ସନ୍ତୁଷ୍ଟ କାହିଁକି ହେବେ?  


ଅଲ୍‌‌ଟ୍ରାଟେକ୍ ଆକ୍ୱାସିଲ୍ ବ୍ୟବହାର କରିବାର ଲାଭ



ବୈଷୟିକ ବିନିର୍ଦ୍ଦିଷ୍ଟତା


ଜଳ ଭେଦ୍ୟତା < ୧୦ ମିମି ଡିଆଇଏନ୍ ୧୦୪୮

ବ୍ୟବହୃତ ହୋଇଥିବା କଂକ୍ରିଟ୍‌‌ର ଉଚ୍ଚ ଜଳ ଭେଦ୍ୟତା କାରଣରୁ ଜଳ ଭେଦନ ବା ସିପେଜ୍ କଂକ୍ରିଟ୍ ଢାଞ୍ଚାର ରୂପ ଏବଂ ସେବାକାଳକୁ ନଷ୍ଟ କରିଦେଇପାରେ । ଅଲ୍‌‌ଟ୍ରାଟେକ୍ ଆକ୍ୱାସିଲ୍ ୧୦ ମିମିରୁ କମ୍ ଭେଦ୍ୟତାଯୁକ୍ତ ଏକ ସେଲ୍‌‌ଫ-ହିଲିଂ କଂକ୍ରିଟ୍‌‌ ବିକଶିତ କରିଛି । ଏହା ବିଲ୍‌ଡିଂର ଢାଞ୍ଚାଗତ ସୁଦୃଢ଼ତାକୁ ଜଳ ଭେଦନ ଏବଂ ଜଳ ପ୍ରବେଶରୁ ସୁରକ୍ଷା ଯୋଗାଇଥାଏ ।

logo

କ୍ଲୋରାଇଡ୍ ଭେଦ୍ୟତା ୩୦% ପର୍ଯ୍ୟନ୍ତ ହ୍ରାସ

କ୍ଲୋରାଇଡ୍ କଂକ୍ରିଟ୍‌‌କୁ କ୍ଷତି ପହଞ୍ଚାଇପାରେ, ଯାହାଦ୍ୱାରା ଫାଟ, ସ୍ପାଲିଂ ଦେଖାଦେଇଥାଏ ଏବଂ ଧୀରେ ଧୀରେ ଫାଉଣ୍ଡେସନ ଦୁର୍ବଳ ହୋଇଯାଇଥାଏ । କିନ୍ତୁ, ଆକ୍ୱାସିଲ୍ କ୍ଲୋରାଇଡ୍‌‌ର ଭେଦ୍ୟତାକୁ ୩୦% ପର୍ଯ୍ୟନ୍ତ ହ୍ରାସିତ କରିଥାଏ ଏବଂ କାନ୍ଥକୁ ମାତ୍ରାଧିକ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିଥାଏ ।

logo

ଜଳ ଅବଶୋଷଣ <୧% (ବିଏସ୍ ୧୮୮୧, ପିଟି-୧୨୨-୧୯୮୩)

ମାମୁଲି କଂକ୍ରିଟ୍ ବ୍ରାଣ୍ଡଗୁଡ଼ିକର ପ୍ରଡକ୍ଟରେ ଜଳ ଅବଶୋଷଣର ହାର ଅଧିକ ହୋଇଥାଏ, କିନ୍ତୁ ଅଲ୍‌‌ଟ୍ରାଟେକ୍ ଆକ୍ୱାସିଲ୍‌‌ର ଜଳ ଅବଶୋଷଣ ହାର ୧%ରୁ କମ୍ ଅଟେ । ଆମର ବିଶେଷ କ୍ରିଷ୍ଟାଲାଇନ୍ ଟେକ୍ନେଲୋଜି ଆପଣଙ୍କ ନିର୍ମାଣ ସାମଗ୍ରୀକୁ ଏକ ଜଳ ପ୍ରତିରୋଧୀ ବନ୍ଧରେ ପରିଣତ କରିଥାଏ ।

logo



ଅଲ୍‌‌ଟ୍ରାଟେକ୍ ଆକ୍ୱାସିଲ୍‌‌ର ପ୍ରୟୋଗ କ୍ଷେତ୍ରଗୁଡ଼ିକ


ଛାତ ସ୍ଲାବ୍

ଛାତ ସ୍ଳାବ୍‌‌ରୁ ପାଣି ଗଳିବା ଏକ ଅତି ସାଧାରଣ ସମସ୍ୟା ଅଟେ । ଜଳଜନିତ କ୍ଷତି ଏବଂ ସିପେଜ୍‌‌କୁ ପ୍ରତିରୋଧ କରିବା ପାଇଁ, ଆକ୍ୱାସିଲ୍‌‌ର ସେଲ୍‌‌ଫ ହିଲିଂ କଂକ୍ରିଟ୍ ବ୍ୟବହାର କରାଯାଇପାରେ, ଏହା ପାରମ୍ପରିକ କଂକ୍ରିଟ୍ ତୁଳନାରେ ସିପେଜ୍‌‌ରୁ ୩ ଗୁଣା ଅଧିକ ସୁରକ୍ଷା ଦେଇଥାଏ ଏବଂ ଜଳଜନିତ କ୍ଷତିକୁ ପ୍ରତିରୋଧ କରିଥାଏ ।

logo

ଅଣ୍ଡରଗ୍ରାଉଣ୍ଡ ପାର୍କିଂ

ଜଳଜନିତ କ୍ଷତି ଆପଣଙ୍କ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ଲଟ୍‌‌କୁ ବ୍ୟବହାର ପାଇଁ ଅଯୋଗ୍ୟ କରିଦେଇପାରେ । ଆପଣଙ୍କ ଗ୍ୟାରେଜ୍ ମଧ୍ୟକୁ ଆସୁଥିବା ଆର୍ଦ୍ରତା କାଳକ୍ରମେ ଜଳରେ ପରିଣତ ହୋଇପାରେ ଏବଂ ରଙ୍ଗକୁ ଖରାପ କରିପାରେ । ଅଲ୍‌‌ଟ୍ରାଟେକ୍‌‌ର ସେଲ୍‌‌ଫ-ହିଲିଂ କଂକ୍ରିଟ୍ ଆକ୍ୱାସିଲ୍ ଏହାର କ୍ରିଷ୍ଟାଲାଇନ୍ ଟେକ୍ନୋଲୋଜି ମାଧ୍ୟମରେ ଫାଟର ମରାମତି କରିପାରେ ଏବଂ ଜଳଜନିତ କ୍ଷତିକୁ ପ୍ରତିରୋଧ କରିପାରେ ।

logo

ସୁଇମିଂ ପୁଲ୍

ସୁଇମିଂ ପୁଲ୍‌‌ରେ ରହିଥିବା କ୍ଲୋରିନ୍ ରଙ୍ଗ ଛାଡ଼ିବାର କାରଣ ସାଜିପାରେ ଏବଂ ଢାଞ୍ଚାଗତ କାନ୍ଥଗୁଡ଼ିକୁ ଦୁର୍ବଳ କରିପାରେ । ଏହା ଜଳ ଭେଦନର କାରଣ ସାଜିପାରେ ଏବଂ ଆପଣଙ୍କ ଧାତବ ସାମଗ୍ରୀକୁ କ୍ଷତିଗ୍ରସ୍ତ କରିପାରେ ଏବଂ କଂକ୍ରିଟ୍‌‌ରେ ଫାଟ ସୃଷ୍ଟି କରିପାରେ । ଆକ୍ୱାସିଲ୍ କ୍ଲୋରିନ୍‌‌ର ଭେଦ୍ୟତାକୁ ୩୦% ହ୍ରାସ କରିଥାଏ ଏବଂ ଆପଣଙ୍କୁ ଏକ ଉତ୍ତମ ସୁରକ୍ଷିତ ଏବଂ ସୁଦୃଢ଼ ପୁଲ୍ କାନ୍ଥ ଦେଇଥାଏ

logo


ଅଲ୍ଟ୍ରାଟେକ୍ ବିଲ୍ଡିଂ ସମାଧାନ |

ଆପଣ ଆକ୍ୱାସିଲ୍ ସମେତ ଅଲ୍‌‌ଟ୍ରାଟେକ୍‌‌ର ବିଶାଳ ହୋମ୍ ବିଲ୍‌‌ଡିଂ ସଲ୍ୟୁସନ୍ସର ବର୍ଗମାଳାକୁ ନିଜର ନିକଟତମ ଅଲ୍‌‌ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର୍‌‌ରୁ କ୍ରୟ କରିପାରିବେ ।




ଅଧିକ ଆଶ୍ଚର୍ଯ୍ୟଜନକ ସମାଧାନ |



ପ୍ଲାଣ୍ଟ ଲୋକେଟର୍

ଅଲ୍‌‌ଟ୍ରାଟେକ୍ ଆର୍‌‌ଏମ୍‌‌ସି ଉତ୍ପାଦଗୁଡ଼ିକର ନୂଆ ଶୃଙ୍ଖଳା ସହିତ ନିଜ ଘର ତିଆରି କରନ୍ତୁ, ଆପଣଙ୍କ ଅଞ୍ଚଳର ନିକଟତମ ଆର୍‌‌ଏମ୍‌‌ସି ପ୍ଲାଣ୍ଟ ଠାବ କରନ୍ତୁ.

logo

ସମ୍ପର୍କ କରନ୍ତୁ

ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଅଲ୍‌‌ଟ୍ରାଟେକ୍ ଏକ୍ସପର୍ଟମାନଙ୍କ ସହିତ ସମ୍ପର୍କ କରନ୍ତୁ

logo

Loading....