Waterproofing methods, Modern kitchen designs, Vaastu tips for home, Home Construction cost

Get In Touch

Get Answer To Your Queries

Select a valid category

Enter a valid sub category

acceptence


ପରିଚୟ

ଅଲ୍‌‌ଟ୍ରାଟେକ୍‌‌ ଭେରି ଅମେଜିଂ କଂକ୍ରିଟ୍ ବର୍ଦ୍ଧିତ ଆଚରଣ, କମ୍ପୋଜିଶନ୍, ପର୍‌‌ଫର୍ମାନ୍ସ ପାଇଁ ଇଞ୍ଜିନିୟର୍ଡ ହୋଇଛି ଏବଂ ଏହା ପାରମ୍ପରିକ କଂକ୍ରିଟ୍‌‌ଠାରୁ ଅଧିକ ଉତ୍କୃଷ୍ଟ ହୋଇଥାଏ । ଏହା ବ୍ୟାପକ ବର୍ଗର ପ୍ରୋଜେକ୍ଟସ୍ ପାଇଁ ପ୍ରଯୁଜ୍ୟ ଏବଂ ପ୍ରୋଜେକ୍ଟଗୁଡ଼ିକରେ ସାଧାରଣ ଅନ୍ତିମ ପ୍ରୟୋଗ ଲାଗି ଏହାକୁ ଡିଜାଇନ୍ କରାଯାଇଛି ।

 

ଅଲ୍‌‌ଟ୍ରାଟେକ୍‌‌ର ଅସାଧାରଣ ସାମର୍ଥ୍ୟ ସହିତ ଗ୍ରାହକଙ୍କୁ ପାରମ୍ପରିକ ପଦ୍ଧତି ସହ ଜଡ଼ିତ ଆଶଙ୍କା ଓ ଆହ୍ୱାନଗୁଡ଼ିକୁ ନେଇ ଆଉ ବିବ୍ରତ ହେବାକୁ ପଡ଼ିବ ନାହିଁ ।

logo




ମୁକ୍ତ ଭାବେ ପ୍ରବାହିତ ଏବଂ ନିଜକୁ ନିଜେ କମ୍ପାକ୍ଟ ହେଉଥିବା ଏକ କଂକ୍ରିଟ୍‌

ଅଲ୍‌‌ଟ୍ରାଟେକ୍ ଫ୍ରିଫ୍ଲୋ ପ୍ଲସ୍‌‌ର ଉନ୍ନତ ପ୍ଲାଷ୍ଟିସାଇଜର୍ସ ଏହାକୁ ମୁକ୍ତ ଭାବେ ପ୍ରବାହିତ ହେବା ଏବଂ ଆବଶ୍ୟକ ସ୍ଥଳରେ ନିଜକୁ ନିଜେ କମ୍ପାକ୍ଟ କରିବା ପାଇଁ ଅନୁମତି ଦେଇଥାଏ । ଏହା ସୂକ୍ଷ୍ମ କାରୁକାର୍ଯ୍ୟଯୁକ୍ତ ସୁଦୃଢ଼ ବିଲ୍‌‌ଡିଂ ନିର୍ମାଣକୁ ସକ୍ଷମ କରିଥାଏ ।

logo

ତାପଜ, ଫାଟ-ନିରୋଧୀ ଏବଂ ତାପମାତ୍ରା ନିୟନ୍ତ୍ରିତ କଂକ୍ରିଟ୍/ତାପମାତ୍ରା-ନିୟନ୍ତ୍ରିତ କଂକ୍ରିଟ୍ ଯାହା ଫାଟକୁ ନିରୋଧ କରିବା ପାଇଁ ଡିଜାଇନ୍ ହୋଇଛି ।

ଅଲ୍‌ଟ୍ରାଟେକ୍ ଥର୍ମୋକନ୍ ପ୍ଲସ୍ ଏକ ଅସାଧାରଣ କଂକ୍ରିଟ୍ ଯାହା ଷ୍ଟ୍ରକ୍ଚରଗୁଡ଼ିକୁ ତାପଜନିତ ଫାଟରୁ ସୁରକ୍ଷା ଯୋଗାଇଥାଏ । ଅଲ୍‌‌ଟ୍ରାଟେକ୍ ଥର୍ମୋକନ୍ ପ୍ଲସ୍‌‌ର ଅନନ୍ୟ କମ୍ପୋଜିଶନ୍ କେନ୍ଦ୍ରସ୍ଥ ତାପମାତ୍ରାକୁ ବିନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରଖିଥାଏ, ଯାହାଫଳରେ ତାପଜନିତ ଫାଟ ସୃଷ୍ଟି ହୋଇ ନ ଥାଏ ।

logo

ସେଲ୍‌‌ଫ-ହିଲିଂ, ସିପେଜ୍-ନିରୋଧୀ କଂକ୍ରିଟ୍

ଅଲ୍‌‌ଟ୍ରାଟେକ୍ ଆକ୍ୱାସିଲ୍ ହେଉଛି ଏକ ନିଆରା, ସେଲ୍‌‌ଫ-ହିଲିଂ କଂକ୍ରିଟ୍ ଯାହା ଢାଞ୍ଚାଗତ ସୁଦୃଢ଼ତାକୁ ସିପେଜ୍ ବା ଜଳ ଭେଦନରୁ ସୁରକ୍ଷା ଯୋଗାଇଥାଏ । ଅଲ୍‌‌ଟ୍ରାଟେକ୍ ଆକ୍ୱାସିଲ୍ ସହିତ ସିପେଜ୍‌‌କୁ ପ୍ରତିରୋଧ କରିବାର ପୂର୍ବନିର୍ମିତ ସାମର୍ଥ୍ୟ ରହିଥିବା ଢାଞ୍ଚା ନିର୍ମାଣ କରିବା ଏବେ ସମ୍ଭବ ।

logo

ଏକ ବହୁ-ଉଦ୍ଦେଶୀୟ କଂକ୍ରିଟ୍/ଏକ ସବୁ-ଉଦ୍ଦେଶୀୟ କଂକ୍ରିଟ୍

ଅଲ୍‌‌ଟ୍ରାଟେକ୍ ଡ୍ୟୁରାପ୍ଲସ୍ ହେଉଛି ଏକ ଅଦ୍ଭୁତ କଂକ୍ରିଟ୍ ଯେଉଁଥିରେ ହନିକମ୍ବିଂ, ସିପେଜ୍ ଓ ଫାଟ ଭଳି ଏକାଧିକ ସମସ୍ୟା ସହ ଲଢ଼ିବା ଏବଂ ଢାଞ୍ଚାର ସ୍ଥାୟିତ୍ୱକୁ ସୁରକ୍ଷିତ ରଖିବାର ସାମର୍ଥ୍ୟ ରହିଛି ।

logo

ଆପଣଙ୍କର କଷ୍ଟମାଇଜ୍‌‌ଡ ଫ୍ଲୋରିଂ ସଲ୍ୟୁସନ୍/କଷ୍ଟମାଇଜ୍‌‌ଡ ଫ୍ଲୋରିଂ ସଲ୍ୟୁସନ୍ସ ପାଇଁ

ଅଲ୍‌‌ଟ୍ରାଟେକ୍ ଆଇଫ୍ଲୋର୍ସ ହେଉଛି ଏକ ଅତୁଲ୍ୟ କଂକ୍ରିଟ୍, ଯାହାକୁ ଆପଣଙ୍କର ବିନିର୍ଦ୍ଦିଷ୍ଟତା ଆଧାରରେ ଉଚ୍ଚ-କାର୍ଯ୍ୟଦକ୍ଷ ଔଦ୍ୟୋଗିକ ଏବଂ ୱେରହାଉସ୍ ଫ୍ଲୋରିଂ ପାଇଁ ବ୍ୟବହାର କରାଯାଇପାରିବ ।

logo

କଂକ୍ରିଟ୍ ଯାହା ପୂର୍ଣ୍ଣ ଭାରକୁ ୫୦ % ପର୍ଯ୍ୟନ୍ତ ହ୍ରାସ କରିଥାଏ

ଅଲ୍‌‌ଟ୍ରାଟେକ୍ ଲାଇଟ୍‌‌କନ୍ ହେଉଛି ଏକ ଅନନ୍ୟ କଂକ୍ରିଟ୍ ଯାହା ବାଲି ଅପେକ୍ଷା ୫୦% ପର୍ଯ୍ୟନ୍ତ ହାଲୁକା ହୋଇଥାଏ । ଏହା ଏକ ପଲିଷ୍ଟାଇରିନ୍-ପୂର୍ଣ୍ଣ ଫିଲର୍ ସାମଗ୍ରୀ ଯାହା ପୂର୍ଣ୍ଣ ଭାରକୁ ନ୍ୟୂନତମ କରିବା ଏବଂ ସୁଉଚ୍ଚ ଢାଞ୍ଚା ନିର୍ମାଣ କରିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

logo

୧୨ ଲିଟର ଢଳେଇ ପାଇଁ ପ୍ରସ୍ତୁତ କଂକ୍ରିଟ୍ ପ୍ୟାକ୍

ଅଲ୍‌‌ଟ୍ରାଟେକ୍ ଜିପ୍ ହେଉଛି ଏକ କଂକ୍ରିଟ୍ ଯାହା ଢଳେଇ ପାଇଁ ପ୍ରସ୍ତୁତ ୧୨ -ଲିଟର ବାଲ୍ଟି ଓ ବସ୍ତାରେ ଆସିଥାଏ । ଏହା କମ୍ ଶ୍ରମବଳରେ ଗ୍ୟାରେଣ୍ଟିଯୁକ୍ତ କ୍ୱାଲିଟି ଓ କୁଶଳତା ସହିତ ମଧ୍ୟମ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାରେ ସହାୟତା କରିଥାଏ ।

logo

ଉଚ୍ଚ ସୁଦୃଢ଼ତା, ଦ୍ରୁତ-ସେଟିଂ ହେଉଥିବା କଂକ୍ରିଟ୍‌

ଅଲ୍‌‌ଟ୍ରାଟେକ୍ ରାପିଡ୍ ମାନକ ଇନଷ୍ଟଲେଶନ୍ କାର୍ଯ୍ୟଗୁଡ଼ିକରେ ବାଧା ନ ପହଞ୍ଚାଇ ଉତ୍କୃଷ୍ଟ ପ୍ରାରମ୍ଭିକ ସୁଦୃଢ଼ତା ହାସଲ କରିବାରେ ସକ୍ଷମ ଅଟେ । ଏହା ଆପଣଙ୍କୁ ରାତାରାତି ଆତ୍ମବିଶ୍ୱାସ ଓ ନିପୁଣତା ସହିତ ଜଟିଳ ମରାମତି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ ।

logo








logo

logo

ପ୍ଲାଣ୍ଟ ଲୋକେଟର୍

ଅଲ୍‌ଟ୍ରାଟେକ୍ ଆର୍‌ଏମ୍‌ସି ଉତ୍ପାଦଗୁଡ଼ିକର ନୂଆ ଶୃଙ୍ଖଳା ସହିତ ନିଜ ଘର ତିଆରି କରନ୍ତୁ, ଆପଣଙ୍କ ଅଞ୍ଚଳର ନିକଟତମ ଆର୍‌ଏମ୍‌ସି ପ୍ଲାଣ୍ଟ ଠାବ କରନ୍ତୁ

maps

ସମ୍ପର୍କ କରନ୍ତୁ

ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଅଲ୍‌ଟ୍ରାଟେକ୍ ଏକ୍ସପର୍ଟମାନଙ୍କ ସହିତ ସମ୍ପର୍କ କରନ୍ତୁ

telephon

Loading....