Waterproofing methods

Waterproofing methods, Modern kitchen designs, Vaastu tips for home, Home Construction cost


Waterproofing methods, Modern kitchen designs, Vaastu tips for home, Home Construction cost

Get In Touch

Get Answer To Your Queries

Select a valid category

Enter a valid sub category

acceptence



Home Is Your Identity, Build It With India’s No.1 Cement

logo



ଭାରତ ନଂ। 1 ସିମେଣ୍ଟ |

ଅଲ୍‌‌ଟ୍ରାଟେକ୍ ଗୁଣବତ୍ତାକୁ ମହତ୍ତ୍ୱ ଦେଉଥିବା ଇଞ୍ଜିନିୟର ଏବଂ ପେସାଦାରଙ୍କ ପ୍ରଥମ ପସନ୍ଦ ଅଟେ । ଭାରତର ସବୁ ସ୍ଥାନରେ ଏହାର ଉପସ୍ଥିତି ରହିବା ସହିତ ଅଲ୍‌‌ଟ୍ରାଟେକ୍ ଦେଶର ଅଧିକାଂଶ ପ୍ରମୁଖ ଲ୍ୟାଣ୍ଡମାର୍କ ଏବଂ ଗୌରବଶାଳୀ ପ୍ରକଳ୍ପଗୁଡ଼ିକରେ ପସନ୍ଦଯୋଗ୍ୟ ସିମେଣ୍ଟ ରୂପେ ବ୍ୟବହୃତ ହୋଇଛି ।

 

ଅଲ୍‌‌ଟ୍ରାଟେକ୍ ସିମେଣ୍ଟ ସବୁ ପ୍ରକାର ନିର୍ମାଣ ଉତ୍ପାଦ ପାଇଁ ଚରମ ଗନ୍ତବ୍ୟସ୍ଥଳୀ ଅଟେ - ଏହାର ଗ୍ରେ ସିମେଣ୍ଟରୁ ହ୍ୱାଇଟ୍ ସିମେଣ୍ଟ, ନିର୍ମାଣ ସମାଧାନ ଏବଂ ବିଭିନ୍ନ କିସମର ରେଡି-ମିକ୍ସ କଂକ୍ରିଟ୍ ବିବିଧ ପ୍ରୟୋଗ ଏବଂ ଆବଶ୍ୟକତାକୁ ପୂରଣ କରିଥାଏ ।

logo


୩୫ଟି ସହରରେ ଅବସ୍ଥିତ ୧୦୦ରୁ ଅଧିକ ରେଡି ମିକ୍ସ କଂକ୍ରିଟ୍ (ଆର୍‌‌ଏମ୍‌‌ସି) କାରଖାନା ସହିତ ଅଲ୍‌‌ଟ୍ରାଟେକ୍ ଦେଶର ସର୍ବବୃହତ୍ତ ସିମେଣ୍ଟ ଏବଂ କଂକ୍ରିଟ୍ ନିର୍ମାତା ଅଟେ । ଏହା ସହିତ, ଆମେ ଗ୍ରାହକଙ୍କ ବିଶେଷ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ପେଶାଲିଟି କଂକ୍ରିଟ୍‌‌‌ ଉତ୍ପାଦଗୁଡ଼ିକର ବର୍ଗମାଳା ମଧ୍ୟ ଯୋଗାଇଥାଉ । ଆମ ଉତ୍ପାଦଗୁଡ଼ିକ ମଧ୍ୟରେ ନିମ୍ନଲିଖିତ ପ୍ରକାର ସିମେଣ୍ଟ ଅନ୍ତର୍ଭୁକ୍ତ - ଅର୍ଡିନାରୀ ପୋର୍ଟଲାଣ୍ଡ ସିମେଣ୍ଟ, ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ଏବଂ ପୋର୍ଟଲାଣ୍ଡ ବ୍ଲାଷ୍ଟ ଫର୍ନେସ୍ ସ୍ଲାଗ୍ ସିମେଣ୍ଟ ।


ସିମେଣ୍ଟ ଆପଣଙ୍କ ଘରର ମହତ୍ତ୍ୱପୂର୍ଣ୍ଣ ଉପାଦାନ ହୋଇଥାଏ ।

ଅଲ୍‌‌ଟ୍ରାଟେକ୍‌‌ରେ ଆମେ ଏହା ସ୍ୱୀକାର କରିଥାଉ ଯେ, ଆପଣଙ୍କ ପାଇଁ ଘର କେବଳ ଏକ ଆଶ୍ରୟସ୍ଥଳୀ ନୁହେଁ, ତାହା ଆପଣଙ୍କ ପରିଚୟ ଏବଂ ସମାଜରେ ଆପଣଙ୍କର ପଦଚିହ୍ନ ହୋଇଥାଏ । ଘରର ତାତ୍ପର୍ଯ୍ୟ କେବଳ ଚାରିଟି କାନ୍ଥରେ ସୀମିତ ନ ଥାଏ । ଏହାକେବଳ ଏକ ବିଲ୍‌‌‌ଡିଂ ନୁହେଁ । ତାହା ଆପଣ ହାତକୁ ନେଇଥିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ହୋଇଥାଏ ।

ଆପଣଙ୍କ ଘରର ଅନ୍ୟତମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଉପାଦାନ ହେଉଛି ସିମେଣ୍ଟ । ଅନ୍ୟ ସମସ୍ତ ଉପାଦାନକୁ ଏହା ବାନ୍ଧିରଖିଥାଏ ଏବଂ ଢାଞ୍ଚାର ସୁଦୃଢ଼ତା ପାଇଁ ଏହା ଅପରିହାର୍ଯ୍ୟ ହୋଇଥାଏ । ଆମେ ବୁଝୁଛୁ ଯେ ଆପଣ କେବଳ ସିମେଣ୍ଟ ନୁହେଁ ବରଂ କେବଳ ଅଲ୍‌ଟ୍ରାଟେକ୍ ଯୋଗାଉଥିବା ଆଶ୍ୱାସନା ଏବଂ ବିଶ୍ୱାସକୁ ମଧ୍ୟ କିଣିଥାନ୍ତି । ଏହା ଫଳରେ, ଆପଣଙ୍କ ଭଳି କୋଟି କୋଟି ଆଇଏଚ୍‌ବିମାନେ ସେମାନଙ୍କର ଘର ନିର୍ମାଣ କରିବା ପାଇଁ ଅଲ୍‌‌ଟ୍ରାଟେକ୍ ଉପରେ ଭରସା କରିଥାନ୍ତି, ଯାହା ଆମକୁ ଭାରତର ନଂ.୧ ବ୍ରାଣ୍ଡରେ ପରିଣତ କରିଛି ।

logo


ନିର୍ମାଣ କାର୍ଯ୍ୟ ପାଇଁ ସର୍ବୋତ୍ତମ ସିମେଣ୍ଟ କିପରି ଚୟନ କରିବେ?

ଆପଣଙ୍କ ନିର୍ମାଣ କାର୍ଯ୍ୟ ପାଇଁ ସର୍ବୋତ୍ତମ ସିମେଣ୍ଟ ଚୟନ କରିବା ପାଇଁ, ନିମ୍ନଲିଖିତ କଥାଗୁଡ଼ିକୁ ଜାଣିବା ଓ ଧ୍ୟାନରେ ରଖିବା ଜରୁରୀ ଅଟେ:




ଅଲ୍‌‌ଟ୍ରାଟେକ୍ ସିମେଣ୍ଟ ଭାରତର ନଂ.୧ ସିମେଣ୍ଟ କାହିଁକି ଅଟେ?


ଇଞ୍ଜିନିୟରଙ୍କ ପସନ୍ଦ

1

କ୍ୱାଲିଟିକୁ ମହତ୍ତ୍ୱ ଦେଉଥିବା ଇଞ୍ଜିନିୟର୍ ଏବଂ ପେସାଦାରମାନେ ଅଲ୍‌‌ଟ୍ରାଟେକ୍ ସିମେଣ୍ଟ ବାଛିଥାନ୍ତି ।

ବ୍ୟକ୍ତିବିଶେଷ ଗୃହନିର୍ମାତାଙ୍କ ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ

2

ଅଲ୍‌‌ଟ୍ରାଟେକ୍ ସିମେଣ୍ଟର ଢାଞ୍ଚାର ସୁଦୃଢ଼ତାକୁ ବଜାୟ ରଖିବା ଏବଂ ସମସ୍ତ ନିର୍ମାଣ ସାମଗ୍ରୀକୁ ବାନ୍ଧି ରଖିବାର ଅସାଧାରଣ ସାମର୍ଥ୍ୟ ଯୋଗୁଁ ଏହା ବ୍ୟକ୍ତିବିଶେଷ ଗୃହନିର୍ମାତାଙ୍କ ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ ଅଟେ ।

ସାରା ଭାରତରେ ଉପସ୍ଥିତି

3

୩୫ଟି ସହରରେ ଅବସ୍ଥିତି ୧୦୦ରୁ ଅଧିକ ରେଡି ମିକ୍ସ କଂକ୍ରିଟ୍ (ଆର୍‌‌ଏମ୍‌‌ସି) କାରଖାନା ସହିତ ଅଲ୍‌‌ଟ୍ରାଟେକ୍ ଦେଶର ସର୍ବବୃହତ୍ ସିମେଣ୍ଟ ଏବଂ କଂକ୍ରିଟ୍ ନିର୍ମାତା ଅଟେ ଏବଂ ସାରା ଦେଶରେ ଏହାର ଉପସ୍ଥିତି ରହିଛି ।

କ୍ୱାଲିଟିର ଆଶ୍ୱାସନା

4

ଅଲ୍‌‌ଟ୍ରାଟେକ୍‌‌ରେ ଆମେ ଆପଣଙ୍କୁ ସର୍ବୋତ୍କୃଷ୍ଟ ଗୁଣମାନର ଉତ୍ପାଦ ଯୋଗାଇ ଆପଣଙ୍କ ନିର୍ମାଣ କାର୍ଯ୍ୟଗୁଡ଼ିକରେ ଉତ୍କର୍ଷତାକୁ ସୁନିଶ୍ଚିତ କରିଥାଉ ।



ଅଲ୍‌‌ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର୍

ଅଲ୍‌‌ଟ୍ରାଟେକ୍ ପ୍ରିମିୟମ୍ ଆପଣଙ୍କର ସମସ୍ତ ନିର୍ମାଣ ଆବଶ୍ୟକତାର ବଳିଷ୍ଠ, ଚିରପୋଷଣକ୍ଷମ ଏବଂ ଦୀର୍ଘସ୍ଥାୟୀ ସମାଧାନ ଅଟେ । ଅଲ୍‌‌ଟ୍ରାଟେକ୍ ପ୍ରିମିୟମ୍ ସିମେଣ୍ଟର ମୂଲ୍ୟ ଏବଂ ଅନ୍ୟାନ୍ୟ ଏପରି ବିବରଣୀ ସମ୍ପର୍କରେ ଜାଣିବା କିମ୍ବା ସିଧାସଳଖ କିଣିବା ପାଇଁ ଅଲ୍‌‌ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର୍ ପରିଦର୍ଶନ କରନ୍ତୁ!