Waterproofing methods, Modern kitchen designs, Vaastu tips for home, Home Construction cost

Get In Touch

Get Answer To Your Queries

Select a valid category

Enter a valid sub category

acceptence

ଅଲ୍‌‌ଟ୍ରାଟେକ୍ ଫ୍ରିଫ୍ଲୋ ପ୍ଲସ୍‌‌ର ପରିଚୟ

ଅଲ୍‌‌ଟ୍ରାଟେକ୍‌‌‌‌ ଫ୍ରିଫ୍ଲୋ ପ୍ଲସ୍ ଏକ ସେଲ୍ପ-କମ୍ପାକ୍ଟିଂ ଏବଂ ଫ୍ରି ଫ୍ଲୋଇଂ କଂକ୍ରିଟ୍ ଅଟେ । ଦୀର୍ଘସ୍ଥାୟୀ ହେବାର ନିଜର ସାମର୍ଥ୍ୟ ଏବଂ ଅନନ୍ୟ ଉପାଦାନ ମାଧ୍ୟମରେ ଏହା ଆପଣଙ୍କ ପ୍ରୋଜେକ୍ଟକୁ ଏକ ନିଆରା ପରିଚୟ ଦେଇଥାଏ । ଆମର ୟୁନିକ୍ କଂକ୍ରିଟ୍ ଅଲ୍‌‌ଟ୍ରାଟେକ୍‌‌‌‌‌‌ର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ଏହା ସୁଉଚ୍ଚ ଅଟ୍ଟାଳିକା ପାଇଁ ନିଆରା ତଥା ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଢାଞ୍ଚା ଗଢ଼ିବା ପାଇଁ ସବୁଠାରୁ ଉପଯୁକ୍ତ ବିକଳ୍ପ ଅଟେ ।

logo


ସର୍ବାଧୁନିକ ୪ର୍ଥ ପିଢ଼ିର ପିସିଇ ସୁପରପ୍ଲାଷ୍ଟିସାଇଜର୍ସ, ଭିସ୍କୋସିଟି ମଡିଫାୟର୍ ଏବଂ ଉଚ୍ଚ କ୍ୱାଲିଟିର ଆଡିଟିଭ୍ ସହିତ ନିର୍ମିତ ଫ୍ରିଫ୍ଲୋ ପ୍ଲସ୍ ସେଲ୍ପ-କମ୍ପାକ୍ଟିଂ ତଥା ଅତ୍ୟନ୍ତ ପ୍ରବାହଯୋଗ୍ୟ (ଫ୍ଲୋଏବଲ୍) ଅଟେ । ଏହା କୌଣସି ଶୂନ୍ୟ ସ୍ଥାନ ନ ଛାଡ଼ି ସମଗ୍ର ଡିଜାଇନ୍‌‌‌ରେ ଏକସମାନ କଂକ୍ରିଟ୍ ସର୍କୁଲେସନକୁ ସୁନିଶ୍ଚିତ କରିଥାଏ ।  ଅଲ୍‌‌ଟ୍ରାଟେକ୍ ଯେବେ ଆପଣଙ୍କୁ ଅସାଧାରଣ ସାମଗ୍ରୀର ବିକଳ୍ପ ଦେଉଛି ତେବେ ମାମୁଲିକୁ କାହିଁକି ବାଛିବେ?



ଅଲ୍‌‌ଟ୍ରାଟେକ୍ ଫ୍ରିଫ୍ଲୋ ପ୍ଲସ୍ ବ୍ୟବହାରର ଲାଭ




ଅଲ୍‌‌ଟ୍ରାଟେକ୍ ଫ୍ରିଫ୍ଲୋ ପ୍ଲସ୍‌‌ର ବୈଷୟିକ ବିନିର୍ଦ୍ଦିଷ୍ଟତା


ସେଲ୍ପ-କମ୍ପାକ୍ଟିଂ କଂକ୍ରିଟ୍

ଆମର ଏକ୍ସପର୍ଟ ଟେକ୍ନୋଲୋଜି ଫ୍ରିଫ୍ଲୋ ପ୍ଲସ୍‌କୁ ସେଲ୍ପ-କମ୍ପାକ୍ଟିଂ ପ୍ରକୃତିର କରିଥାଏ, ଯାହା ଫଳରେ ଆପଣଙ୍କ ସମଗ୍ର ପ୍ରୋଜେକ୍ଟରେ ଏକସମାନ ସର୍କୁଲେସନ ପାଇବାରେ ସହାୟତା ମିଳିଥାଏ । ଆପଣଙ୍କର ଷ୍ଟ୍ରକ୍ଚରାଲ୍ ଡିଜାଇନ୍ ଯେତେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ କିମ୍ବା ଅନନ୍ୟ ହୋଇଥାଉ ନା କାହିଁକି ଏହା କୌଣସି ଶୂନ୍ୟ ସ୍ଥାନ ବା ବାୟୁ ଫୋଟକା ଛାଡ଼ିବ ନାହିଁ ।

logo

ସ୍ଲମ୍ପ୍ ଫ୍ଲୋ ୫୫୦ ରୁ ୭୫୦ ମିମି (ଏସ୍ଏଫ୍୧/ଏସ୍ଏଫ୍୨/ଏସ୍ଏଫ୍୨)

ସର୍ବାଧୁନିକ ୪ର୍ଥ ପିଢ଼ିର ପିସିଇ ସୁପରପ୍ଲାଷ୍ଟିସାଇଜର୍ସ, ଭିସ୍କୋସିଟି ମଡିଫାୟର୍ ଏବଂ ଉଚ୍ଚ କ୍ୱାଲିଟିର ଆଡିଟିଭ୍ ସହିତ ନିର୍ମିତ ଆମର କଂକ୍ରିଟ୍ ଅତ୍ୟନ୍ତ ପ୍ରବାହଯୋଗ୍ୟ (ଫ୍ଲୋଏବଲ୍) ଅଟେ । ଆପଣଙ୍କ କଂକ୍ରିଟ୍‌‌ର ସାମର୍ଥ୍ୟକୁ ପ୍ରଭାବିତ ନ କରି, ଆପଣଙ୍କ ଡିଜାଇନ୍ ଉପାଦାନଗୁଡ଼ିକ ଆପଣଙ୍କର ଅନନ୍ୟ ବୈଷୟିକ ମାନଦଣ୍ଡକୁ ପ୍ରଦର୍ଶିତ କରିବ ।

logo

ସେଗ୍ରିଗେସନ୍ ରେଜିଷ୍ଟାନ୍ସ ଏସ୍ଆର୍୧/ଏସ୍ଆର୍୨ ଅନୁପାଳନ କରିଥାଏ

ନିମ୍ନମାନର ସେଗ୍ରିଗେସନ୍ ରେଜିଷ୍ଟାନ୍ସ (ବା ବିଖଣ୍ଡନ ନିରୋଧ) ଏକ ସାଧାରଣ ସମସ୍ୟା ଅଟେ ଏବଂ ଏହା ବଡ଼ ଧରଣର ଢାଞ୍ଚାଗତ ତ୍ରୁଟିର କାରଣ ସାଜିଥାଏ, ଯାହା ବ୍ୟବହୃତ ସାମଗ୍ରୀର ଦୁର୍ବଳ ସୁଦୃଢ଼ତାକୁ ପ୍ରତିଫଳିତ କରିଥାଏ । ସଦ୍ୟତମ ପିଢ଼ିର ସୁପରପ୍ଲାଷ୍ଟିସାଇଜର୍ସ ଏବଂ ଭିସ୍କୋସିଟି ମଡିଫାୟର୍ସ ସେଗ୍ରିଗେସନ୍ ରେଜିଷ୍ଟାନ୍ସରେ ସହାୟକ ହୁଏ ଏବଂ ଉଚ୍ଚ ସୁଦୃଢ଼ତାକୁ ସୁନିଶ୍ଚିତ କରିଥାଏ ।

logo

ଉପାଦାନ ପୃଥିକୀକରଣ ହ୍ରାସିତ ହୁଏ

ବ୍ୟବହୃତ ଉପାଦାନଗୁଡ଼ିକର ପୃଥିକୀକରଣ ବଡ଼ ଧରଣର ତ୍ରୁଟିର କାରଣ ସାଜିଥାଏ; କଂକ୍ରିଟ୍‌‌ରେ ହନିକମ୍ବିଂ, ଭଙ୍ଗୁର ପରସ୍ତ ଏବଂ ବାଲିର ଦାଗ ଦେଖାଦେଇଥାଏ । ଆମର ହ୍ରାସିତ ଉପାଦାନ ପୃଥିକୀକରଣ ଟେକ୍ନୋଲୋଜି ସହିତ ଆପଣ ନିଶ୍ଚିତ ରହିପାରିବେ ଯେ କଂକ୍ରିଟ୍ କୌଣସି ଶୂନ୍ୟ ସ୍ଥାନ ଛାଡ଼ିବ ନାହିଁ ।

logo

ଅଲ୍‌‌ଟ୍ରାଟେକ୍ ଫ୍ରିଫ୍ଲୋ ପ୍ଲସ୍‌‌ର ପ୍ରୟୋଗ କ୍ଷେତ୍ରଗୁଡ଼ିକ



ଅଲ୍ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋର |

ତୁମର ନିକଟତମ ଅଲ୍ଟ୍ରାଟେକ୍ ହୋମ୍ ଏକ୍ସପର୍ଟ ଷ୍ଟୋରରେ AquaSeal ଅନ୍ତର୍ଭୁକ୍ତ କରି ଆପଣ ଗୃହ ନିର୍ମାଣ ସମାଧାନର ଅଲ୍ଟ୍ରାଟେକ୍ ର ବିସ୍ତୃତ ଆରେ କ୍ରୟ କରିପାରିବେ |


ଅଧିକ ଆଶ୍ଚର୍ଯ୍ୟଜନକ ସମାଧାନ |



ପ୍ଲାଣ୍ଟ ଲୋକେଟର୍

ଅଲ୍‌ଟ୍ରାଟେକ୍ ଆର୍‌ଏମ୍‌ସି ଉତ୍ପାଦଗୁଡ଼ିକର ନୂଆ ଶୃଙ୍ଖଳା ସହିତ ନିଜ ଘର ତିଆରି କରନ୍ତୁ, ଆପଣଙ୍କ ଅଞ୍ଚଳର ନିକଟତମ ଆର୍‌ଏମ୍‌ସି ପ୍ଲାଣ୍ଟ ଠାବ କରନ୍ତୁ

map

ସମ୍ପର୍କ କରନ୍ତୁ

ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଅଲ୍‌ଟ୍ରାଟେକ୍ ଏକ୍ସପର୍ଟମାନଙ୍କ ସହିତ ସମ୍ପର୍କ କରନ୍ତୁ

telephone

Loading....