Waterproofing methods, Modern kitchen designs, Vaastu tips for home, Home Construction cost


Waterproofing methods, Modern kitchen designs, Vaastu tips for home, Home Construction cost

Get In Touch

Get Answer To Your Queries

Select a valid category

Enter a valid sub category

acceptence

ଗୋରୁ ଗୁହାଳ (କ୍ୟାଟଲ ଶେଡ୍) ନିର୍ମାଣର ସଠିକ୍ ଉପାୟ

ଗାଈ ଓ ମଇଁଷିଙ୍କ ଭଳି ପୋଷ୍ୟପ୍ରାଣୀଙ୍କ ପାଇଁ ଗୁହାଳ ଅତି ଜରୁରୀ ହୋଇଥାଏ । ନିର୍ମାଣ ଆରମ୍ଭ କରିବା ପୂର୍ବରୁ, ଉତ୍ତମ ଭେଣ୍ଟିଲେଶନ୍, ଗୁହାଳ କାନ୍ଥର ଉଚ୍ଚତା, ଆର୍ଦ୍ରତା ଏଡ଼ାଇବା ପାଇଁ ୱାଟରପ୍ରୁଫିଙ୍ଗ୍ ଏଜେଣ୍ଟର ବ୍ୟବହାର ଏବଂ ଆହୁରି ଅନେକ କଥାକୁ ଧ୍ୟାନରେ ରଖିବା ଜରୁରୀ । ଏହାଫଳରେ ଆପଣ ସାଧାରଣ ତ୍ରୁଟିଗୁଡ଼ିକୁ ଏଡ଼ାଇପାରିବେ ଓ ଏକ ସୁଦୃଢ଼ ମୌଳିକ ସେଟ୍ ଅପ୍ ପାଇପାରିବେ ।

logo

Step No.1

ସର୍ବଦା ମନେରଖନ୍ତୁ, ଗୁହାଳରେ ପ୍ରତ୍ୟେକ ଜୀବ ପାଇଁ ପର୍ଯ୍ୟାପ୍ତ ଖୋଲା ଜାଗା ଓ ବାୟୁର ବ୍ୟବସ୍ଥା ଥିବା ଜରୁରୀ ।

Step No.2

 

ଗୁହାଳର କାନ୍ଥର ଉଚ୍ଚତା ୮ ଫୁଟ ପର୍ଯ୍ୟନ୍ତ ହେବା ଉଚିତ୍ ।

 

Step No.3

ଢାଞ୍ଚାର ଦୃଢ଼ତାକୁ ସୁରକ୍ଷିତ ରଖିବା ତଥା ଆର୍ଦ୍ରତାର ପ୍ରତିରୋଧ କରିବା ପାଇଁ ୱାଟରପ୍ରୁଫିଙ୍ଗ୍ ଏଜେଣ୍ଟ ବ୍ୟବହାର କରାଯିବା ଆବଶ୍ୟକ ।

Step No.4

 

ଦୁର୍ଘଟଣାକୁ ଏଡ଼ାଇବା ପାଇଁ ମେଜିଆ ଖସଡ଼ା-ନିରୋଧୀ ହେବା ଉଚିତ୍ । ଏହାକୁ ଗ୍ରୁଭଡ୍ କଂକ୍ରିଟ୍ କିମ୍ବା ସିମେଣ୍ଟ ଇଟାରେ ତିଆରି କରନ୍ତୁ, ଯାହା ସହଜରେ ସଫା ହୋଇପାରେ ଓ ଶୁଖିପାରେ ।

 

Step No.5

ମେଜିଆର ଗଡ଼ାଣିକୁ ଏପରି ଭାବେ ପ୍ଲାନ୍ କରନ୍ତୁ, ଯାହାଦ୍ୱାରା ପାଣି ସହଜରେ ବୋହିଯିବ ।

Step No.6

ଖରାରୁ ସୁରକ୍ଷା ପାଇବା ତଥା ଉତ୍ତମ ତାପମାତ୍ରା ନିୟନ୍ତ୍ରଣ ପାଇଁ ଛାତରେ ଟାଇଲ୍ସ କିମ୍ବା ସିମେଣ୍ଟ ଶିଟ୍ ଲଗାନ୍ତୁ ।

Step No.7

ନଡ଼ା ପାଇଁ ଏକ କମ୍ପାର୍ଟମେଣ୍ଟ ତିଆରି କରିବା ଭୁଲନ୍ତୁ ନାହିଁ ।

Step No.8

ଗୋବର ଖତ ପାଇଁ ପ୍ରଶସ୍ତ ଗଟର୍ ତିଆରି କରନ୍ତୁ, ଏହାଦ୍ୱାରା ତାହା ରୁଦ୍ଧ ହେବାର ସମ୍ଭାବନା ହ୍ରାସିତ ହୁଏ ।

Step No.9

Doors should be 7 feet wide and 5 feet high, and they should open on the outside. This will help avoid injuries to your livestock.

Step No.10

ଆପଣଙ୍କ ଘର ଓ ଗୁହାଳ ମଧ୍ୟରେ ଯେପରି ପର୍ଯ୍ୟାପ୍ତ ଦୂରତା ରହେ ତାହା ସୁନିଶ୍ଚିତ କରନ୍ତୁ, ଯାହାଦ୍ୱାରା ଗୁହାଳର ଦୁର୍ଗନ୍ଧ ଏବଂ ମାଛି, ଡାଉଁଶ କାରଣରୁ ଘରେ ସମସ୍ୟାକୁ ଏଡ଼ାଇହେବ ।

ଆର୍ଟିକିଲ୍ ଅଂଶୀଦାର କରନ୍ତୁ | :


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ 




ପରାମର୍ଶିତ ଭିଡିଓଗୁଡିକ |



  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....