Waterproofing methods, Modern kitchen designs, Vaastu tips for home, Home Construction cost

Get In Touch

Get Answer To Your Queries

Select a valid category

Enter a valid sub category

acceptence

You can change anything in your home, but never its cement

man



ପ୍ରମୁଖ ଏକାଉଣ୍ଟ ମ୍ୟାନେଜମେଣ୍ଟ ସେଲ୍

ଏହି ଉଦ୍ୟୋଗରେ ପ୍ରଥମ, 2002ରେ ଗଠିତ, ଆମର ପ୍ରମୁଖ ଖାତା ପ୍ରବନ୍ଧନ କକ୍ଷ ଏହି ଉଦ୍ୟୋଗରେ ପ୍ରଥମଥର ପାଇଁ ଆରମ୍ଭ କରାଯାଇଥିଲା । ସଫଳ ବ୍ୟବସାୟିକ ସମ୍ପର୍କକୁ ବିକଶିତ କରିବା ସହିତ ଏହା ଆମକୁ ଅତ୍ୟନ୍ତ ପ୍ରତିଯୋଗିତାପୂର୍ଣ୍ଣ ନିର୍ମାଣ ଉଦ୍ୟୋଗରେ ଅଗ୍ରଣୀ କମ୍ପାନୀଗୁଡ଼ିକ ସହିତ ଭାଗିଦାରୀତା କରିବାକୁ ସୁନିଶ୍ଚିତ କରିଥିଲା । ଆମର ପ୍ରମୁଖ ଏକାଉଣ୍ଟଗୁଡ଼ିକୁ ଏକ ୟୁନିକ୍ ପ୍ରଡକ୍ଟ-ସର୍ଭିସ୍ ର ଅଫରିଂ, ବର୍ଦ୍ଧିତ ଲାଭପ୍ରଦତା ଏବଂ ପ୍ରତ୍ୟେକ ପଦକ୍ଷେପରେ ଗ୍ରାହକଙ୍କୁ ସୁବିଧାର ସୁନିଶ୍ଚିତତା ସହିତ ପ୍ରଦାନ କରାଯାଇଥାଏ ।


logo

ପ୍ରମୁଖ ଏକାଉଣ୍ଟ ଟିମ୍ ର ସଂରଚନା ଉଦ୍ୟୋଗର ଆବଶ୍ୟକତା ଓ ସଂଚାଳନକୁ ଭିତ୍ତି କରି ବିକଶିତ କରାଯାଇଛି ।

 

ପ୍ରମୁଖ ଏକାଉଣ୍ଟ ଟିମ୍ ର ସଂରଚନା ଉଦ୍ୟୋଗର ଆବଶ୍ୟକତା ଓ ସଂଚାଳନକୁ ଭିତ୍ତି କରି କଷ୍ଟମାଇଜ୍ କରାଯାଇଥାଏ । ଜଣେ କଷ୍ଟମର୍ ରିଲେସନଶିପ୍ ମ୍ୟାନେଜର (CRM) ଗ୍ରାହକଙ୍କ ପାଇଁ ମୁଖ୍ୟ କାର୍ଯ୍ୟାଳୟ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ସମଗ୍ର ଭାରତରେ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକକ ସମ୍ପର୍କ ବିନ୍ଦୁ ଭାବେ କାର୍ଯ୍ୟ କରିଥାନ୍ତି । ପ୍ରୋଜେକ୍ଟ ରିଲେସନଶିପ୍ ମ୍ୟାନେଜର (PRMs)ମାନେ ସାଇଟ୍ ରେ ଉଚିତ ଯୋଗାଣ, ଡକ୍ୟୁମେଣ୍ଟେଶନ୍ ଏବଂ ମୂଲ୍ୟ ବର୍ଦ୍ଧିତ ସେବାକୁ ସୁନିଶ୍ଚିତ କରିଥାନ୍ତି । ଟେକ୍ନିକାଲ୍ ସର୍ଭିସ୍ ଟିମ୍ ଗୁଡ଼ିକ ଯେକୌଣସି ଉତ୍ପାଦର ଉପଯୋଗ କିମ୍ବା ବୈଷୟିକ ଆବଶ୍ୟକା ସମ୍ପର୍କରେ କନସଲଟାଣ୍ଟ କିମ୍ବା କ୍ଲାଇଣ୍ଟଙ୍କୁ ସୂଚନା ପ୍ରଦାନ କରିବାର କାମ କରିଥାନ୍ତି ।

 

ଆମର ପ୍ରୟାସ ହେଉଛି ଆମର ପ୍ରମୁଖ ଗ୍ରାହକଙ୍କ ସହିତ ସୁଦୃଢ଼ ‘ସମ୍ପର୍କ’ ସ୍ଥାପିତ କରିବା ଏବଂ ସେମାନଙ୍କୁ ‘ମୂଲ୍ୟ ବର୍ଦ୍ଧିତ ସେବା’ ଯୋଗାଇ ଗ୍ରାହକଙ୍କ ଅନୁରକ୍ତିକୁ ବୃଦ୍ଧି କରିବା ।


ମୂଲ୍ୟ ବର୍ଦ୍ଧିତ ସେବାଗୁଡ଼ିକର ଆମର ବଣ୍ଡଲରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:

ବଡ଼ ପରିମାଣରେ ସିମେଣ୍ଟ ଯୋଗାଣ

  • କଷ୍ଟମାଇଜଡ୍ ଉତ୍ପାଦଗୁଡ଼ିକର ଉପସ୍ଥାପନା ଯେପରି ଅଲକାଲି ସିମେଣ୍ଟ, 50% GGBS ଯୁକ୍ତ ସ୍ଲାଗ୍ ସିମେଣ୍ଟ, ଇତ୍ୟାଦି
  • ‘ଭଲ କଂକ୍ରିଟ୍ କୁ ଆହୁରି ଉତ୍ତମ’ କରିବା ପାଇଁ ଅନସାଇଟ୍ ଟେକ୍ନିକାଲ ଟ୍ରେନିଂ ପ୍ରଦାନ କରିବା
  • କଂକ୍ରିଟ ବ୍ୟୟକୁ ଅପ୍ଟିମାଇଜ୍ କରିବା ପାଇଁ ମିକ୍ସ ଡିଜାଇନ୍ କନସଲଟାନ୍ସି
  • ‘ପ୍ରୋଜେକ୍ଟ ପାର୍ଟନରଶିପ୍’ ଭାବେ ସିଗ୍ନେଚର ପ୍ରୋଜେକ୍ଟଗୁଡ଼ିକ ପାଇଁ ବିଶେଷ ଇନଭେଣ୍ଟୋରୀ ମ୍ୟାନେଜମେଣ୍ଟ
  • ଜଞ୍ଜାଳମୁକ୍ତ କଂକ୍ରିଟ୍ ସମାଧାନ ପାଇଁ ଅଲଟ୍ରାଟେକ୍ ସିମେଣ୍ଟର ଯୋଗାଣ
  • ‘ପ୍ରୋଜେକ୍ଟ ଓନରଶିପ୍’ ଅବଧାରଣା ଅଧୀନରେ କ୍ୟାପ୍ଟିଭ୍ ରେଡି ମିକ୍ସ ପ୍ଲାଣ୍ଟଗୁଡ଼ିକ ପ୍ରୋଜେକ୍ଟଗୁଡ଼ିକ ପାଇଁ ସମର୍ପିତ ।
  • ‘ଅଲଟ୍ରାଟେକ୍ ଆକ୍ସେସ୍’- ପ୍ରମୁଖ ଏକାଉଣ୍ଟଗୁଡ଼ିକ ପାଇଁ ୱେବ୍ ଆଧାରିତ ପ୍ରୋଆକ୍ଟିଭ୍ ସୂଚନା ପ୍ରଣାଳୀ ଅଟେ

ଆମ ନିକଟରେ ସମଗ୍ର ଭାରତର 2600 ନିର୍ମାଣ ସାଇଟ୍ କୁ କଭର୍ କରୁଥିବା 80 ପ୍ରମୁଖ ଏକାଉଣ୍ଟ ଏବଂ 122 ଗୋଟି ସମ୍ଭାବ୍ୟ ପ୍ରମୁଖ ଏକାଉଣ୍ଟ ରହିଛି ।



ପ୍ରଶଂସାପତ୍ର


Loading....